ଅଣୁ ଓ ପରମାଣୁ
ଅଣୁ ଓ ପରମାଣୁସାରଦା ପ୍ରସାଦ ମିଶ୍ର ବିଜ୍ଞାନ ବିଷୟେ ଆସ ପିଲାମାନେକରିବାଟି ଆଲୋଚନାଚିନି ଲୁଣ ବାଲି ହୀରା ତମ୍ବା ସୁନାଆଦି ବସ୍ତୁରେ ହୁଅନ୍ତି ଗଣା ।ଭାରତୀୟ ଦାର୍ଶନିକ ମହର୍ଷି କଣ।ଦକହିଲେ କଥା ଗୋଟିଏପଦାର୍ଥକୁ ଯଦି ଭାଙ୍ଗି ଭାଙ୍ଗି ଯିବାକ୍ଷୁଦ୍ରତମ ଭାଗ ଯିଏ ।ତାହାର ନାମଟି ଅଟେ ପରମାଣୁବସ୍ତୁ ସର୍ବ ଶେଷ ଅଂଶକ।ତ୍ୟାୟମ ନାମେ ଅନ୍ୟ ଭାରତୀୟପୁନଶ୍ଚ କଲେ ପ୍ରକାଶ ।ପରମାଣୁ କେବେ ଏକାକୀ ନରହିସାଥୀ ହୋଇ ରହିଥାଏଏ ମିଳିତ ପରମାଣୁ କୁ ଅଣୁ ନାମେପରିଚିତ କଲେ ସିଏ […]










