ଅଭିଶାପ ଫଳିଲା
ଅଭିଶାପ ଫଳିଲା !! ଭାଗ – ୨ !! ଅଚ୍ଯୁତାନନ୍ଦ ଆଗରୁ ପଢିଥିଲେ…. ଗୌତମ ମୁନି ତାଙ୍କ ପତ୍ନୀ ଅହଲ୍ୟା , ଦୁଇ ବାଳୁତ ପୁତ୍ର ଏବଂ କନ୍ୟା ଅଞ୍ଜନା କୁ ସାଥିରେ ନେଇ ଗଙ୍ଗା ନଦୀ ର ପର ପାରରେ ଥିବା ଜଣେ ଧନୀକ ଯଜମାନ ଙ୍କ ନବଜାତ ପୁତ୍ରସନ୍ତାନ ର ନାମକରଣ ଉତ୍ସବ ରେ ଯୋଗ ଦେବା ପାଇଁ ଯାଉଥିଲେ I ନଦୀ ର ତାତିଲା ବାଲିରେ ମୁନି ଗୌତମ ଦୁଇ ପୁଅଙ୍କୁ କାନ୍ଧରେ […]










