ଅଁଳା ନବମୀ
ଅଁଳା ନବମୀ ସାକ୍ଷୀଗୋପାଳ ମନ୍ଦିର ରେ କେବେଠାରୁ ଶ୍ରୀରାଧାଙ୍କ ପାଦ ଦର୍ଶନ ଅଁଳା ନବମୀ ଉତ୍ସବ ଆରମ୍ଭ ହେଇଥିଲା ତାହାର ସଠିକ୍ ନିର୍ଣ୍ଣୟ କଷ୍ଟକର। ବୋଧହୁଏ ଶ୍ରୀରାଧାଙ୍କ ବିଗ୍ରହ ପ୍ରତିଷ୍ଠା ତିଥି କୁ ଅଁଳା ନବମୀରେ ପାଳନ କରାଯାଏ। ସାକ୍ଷୀଗୋପାଳ ମନ୍ଦିର ରେ ଗହମ ପ୍ରସ୍ତୁତ ଭୋଗ ଗୋପାଳଜୀଙ୍କୁ ଭୋଗ ଲଗାଯାଏ। ମାତ୍ର ଅଁଳା ନବମୀ ଦିନ ନିକଟବର୍ତ୍ତୀ ଗ୍ରାମ ମାନଙ୍କରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଚୁଡାଘଷା ପ୍ରଭୁଙ୍କ ନିକଟରେ ଭୋଗ ଲଗାନ୍ତି।କାର୍ତ୍ତିକ ଶୁକ୍ଳ ପକ୍ଷ ଅଁଳା […]







