କାର୍ତ୍ତିକ ମାହାତ୍ମ୍ୟ ୧
କାର୍ତ୍ତିକ ମାହାତ୍ମ୍ୟ ୧ 🍂🍃🍂🍃 କାର୍ତ୍ତିକ ମାହାତ୍ମ୍ୟ 🍂🍃🍂🍃 କାର୍ତ୍ତିକ ମାହାତ୍ମ୍ୟ ଆରମ୍ଭ କରିବା ପୃର୍ବରୁ ଭଗବାନ ଶ୍ରୀକୃଷ୍ଣ ପ୍ରଭୁ ଦାମୋଦର ଙ୍କ ଚରଣରେ ଶରଣ ହୋଇ ତାଙ୍କ ପାଦ ପଦ୍ମରେ ଅନନ୍ତ କୋଟି ଦଣ୍ଡବତ ଜଣାଉଅଛି । ହେ ! ଅଶେଷ ବ୍ରହ୍ମାଣ୍ଡର ନାଥ ଯାହାଙ୍କ ଚରିତ ଶୁଣିଲେ ପୁଣ୍ୟ ମିଳେ , ଆରତ ଜନଙ୍କୁ ଯିଏ ନିଜ ଅଭୟ ପାଦପଦ୍ମ ରେ ଆଶ୍ରୟ ଦିଅନ୍ତି , ମାତା କମଳା ଙ୍କୁ ଆଶ୍ରାକରି ଯିଏ ସର୍ବଦା […]
କାର୍ତ୍ତିକ ମାହାତ୍ମ୍ୟ ୧ Read More »









