କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୯)
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୯) ରାଜା ପୃଥୁ ଦେବର୍ଷି ନାରଦ ଙ୍କୁ ପ୍ରଣାମ କଲେ ଓ କହିଲେ ଭୋ ମୁନି ! ରାଜା ଚୋଳ ଓ ବିଷ୍ଣୁ ଦାଶ ବ୍ରାହ୍ମଣ ନିଜର ଧର୍ମ ବଳରେ ବୈକୁଣ୍ଠ ପୁରକୁ ଗମନ କଲେ ?ଆଉ କିଏ କିଏ କାର୍ତ୍ତିକ ଉଦ୍ୟାପନ କରି ବୈକୁଣ୍ଠ ପ୍ରାପ୍ତି ହୋଇଥିଲେକି ?ଯଦି ପ୍ରାପ୍ତି ହୋଇଥିଲେ ତାହାଲେ ସେମାନେ କିଏ ?ମୋତେ କୁହନ୍ତୁ ମୁନିବର !।ନାରଦ କହିଲେ ହେ !ରାଜନ ମୁଁ ଯାହା ଶୁଣିଛି ତାହା […]
କାର୍ତ୍ତିକ ମାହାତ୍ମ୍ୟ (ଭାଗ -୧୯) Read More »










