ପଣା ସଂକ୍ରାନ୍ତି
ପଣା ସଂକ୍ରାନ୍ତି ସାରଦା ପ୍ରସାଦ ମିଶ୍ର ନିରକ୍ଷବୃତ୍ତ ଉର୍ଦ୍ଧେ କାଶ୍ୟପ ସୁତକରିଲେ ଅବସ୍ଥାନ ରଖି ସ୍ୱରଥ ।ମେଷ ରାଶିକୁ ରବି କଲେ ଗମନଓଡ଼ିଆ ବରଷର ଆଜି ଆରମ୍ଭ ଦିନ।ସକଳ ଶକ୍ତି ଉତ୍ସ ଗ୍ରହ ରାଜନମହିରେ ଋତୁ ଚକ୍ରର ଅଟେ କରଣ।ତାଙ୍କ ତେଜ କିରଣେ ଧରାର ଜଳବାଷ୍ପ ହୋଇ ଉର୍ଦ୍ଧକୁ ଉଠେ ସତ୍ୱର୍।ପୁଣି ବରଷା କରେ ହୋଇ ଶୀତଳଏହିପରି ଧରାରେ ଦେଖାଏ ଖେଳ।ତେଜ କିରଣ ଢାଳି ସେ ଅଂଶୁ ମାଳିଧରାର ସବୁଜିମା ଦିଅଇ ଜାଳି ।ବୃକ୍ଷକୁ ଦେବା ପାଇଁ […]










