LATEST POSTS
January 12, 2026
ହିନ୍ଦୁ ପ୍ରତୀକ
୨୪ଟି ଶକ୍ତିଶାଳୀ ହିନ୍ଦୁ ପ୍ରତୀକ:
ଆଧ୍ୟାତ୍ମିକତା ଏବଂ ଜୀବନର ମୂଳଦୁଆ
ହିନ୍ଦୁ ଧର୍ମ ହେଉଛି ବିଶ୍ୱର ସବୁଠାରୁ ପ୍ରାଚୀନ ଏବଂ ଗଭୀର ଦାର୍ଶନିକ ଧର୍ମ।
ଏହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ପ୍ରତ୍ୟେକ ପ୍ରତୀକ, ଚିହ୍ନ ଏବଂ ପ୍ରତୀକ ଗଭୀର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଅର୍ଥ ସହିତ ଜଡିତ। ଏହି ପ୍ରତୀକଗୁଡ଼ିକ...
Read More
January 12, 2026
ଜୟ ସୋମନାଥସାରଦା ପ୍ରସାଦ ମିଶ୍ର
ରତ୍ନାକର ତଟ ପବିତ୍ର ବସୁଧାପ୍ରଭାସ ପଟନ ନାମଯହିଁ ବିର।ଜଇ ନଭସ୍ପର୍ଶୀ ତୁଙ୍ଗଦେବାଳୟ ଅନୁପମ ।ଆଦି ଜ୍ୟୋତିର୍ଲିଙ୍ଗ ସୋମନାଥ ନାମେପୂଜିତ ଏହି ମନ୍ଦିରେସେହି ମନ୍ଦିରେ ଆମ ପ୍ରଧାନ ମନ୍ତ୍ରୀଓଁକାର ମନ୍ତ୍ର ଜପିଲେ ।ଏ ପୂତ ସ୍ଥାନର ପରିଚୟ ଦିଏଆମର ଶାସ୍ତ୍ର ପୁରାଣଦକ୍ଷ ପ୍ରଜାପତି ଜାମାତା ରୂପରେଚନ୍ଦ୍ରଙ୍କୁ...
Read More
January 12, 2026
ଯୁଗନାୟକ ବିବେକାନନ୍ଦ
ତପନ ନାୟକ
କେଉଁ ସୁଦୂରରୁ ଆସିଲ ହେ ଋଷି, ଜାଳି ଜ୍ଞାନର ଦୀପ,ତୁମରି କଣ୍ଠରେ ପ୍ରତିଧ୍ୱନିତ ହେଲା, ମାନବ ସେବାର ରୂପ।କୈଶୋରର ସେ ‘ନରେନ୍ଦ୍ର’ ତୁମେ, ବିଶ୍ୱବିଜୟୀ ବୀର,ଭାରତ ମାତାର ଗୁରୁ ଗୌରବ, ଉନ୍ନତ ତୁମ ଶିର।ସେଦିନ ଶିକାଗୋ ସଭାମଞ୍ଚ ତଳେ, ଶୁଭିଲା ତୁମରି ସ୍ୱର,“ଭାଇ ଓ ଭଉଣୀ” ସମ୍ବୋଧନେ...
Read More
January 11, 2026
THE WEIGHT OF WHAT REMAINS
By Lokanath Mishra
Meera often thought that love was not the loud thing people claimed it to be. With Raghav, it had always been quiet, persistent, stitched into the ordinary hours of the day. Their marriage did not begin with fireworks but with...
Read More
No posts found
