ଯୋଗ୍ୟତା
ଯୋଗ୍ୟତା ସାରଦା ପ୍ରସାଦ ମିଶ୍ର ଧୃଷ୍ଟତା ମାର୍ଜନା କରିବେ ହେ ବାଲ୍ମୀକି ବ୍ୟାସରାମାୟଣ ମହଭାରତ କଲ କାହିଁକି ପ୍ରକାଶଏହା କଣ ନୁହେଁ ଇତିହାସମୁଷ୍ଟିମେୟ ହେତୁବାଦୀ କହେ ଏହା ବକବ।ସ୍ ।ବିଶ୍ବରେ ବନ୍ଦିତ ହେଲ ଲେଖି ମହାକାବ୍ୟହେତୁବ।ଦୀ ପଚାରଇ ତୁମର ଯୋଗ୍ୟତାକେଉଁ ବିଶ୍ଵ ବିଦ୍ୟାଳୟ ଦେଇଛି ପ୍ରମାଣ ପତ୍ରସପନରେ ଦେଖାଦେଇ କୁହ ମହାଭାଗ ।କିଏ କହେ ହିନ୍ଦୁ ଏକ ନୁହଇଁଟି ଧର୍ମପତାଞ୍ଜଳି ଯୋଗ କପିଳ ଙ୍କ ସାଂଖ୍ୟଏହାସବୁ ଜରାଜୀର୍ଣ୍ଣ କାଙ୍କବେଉଷଣ ପାଇଁ ଅତ୍ୟନ୍ତ ଅକ୍ଷମ ।ଶୃଙ୍ଖଳା କର୍ତ୍ତବ୍ୟ ତ୍ୟାଗ […]










