General

Bacterial contamination

Coconut Water Safety : Hidden Risks and Global Guidelines

Coconut Water Safety: Hidden Risks and Global Guidelines By Lokanath Mishra Abstract Coconut water is healthy and hydrating, but if stored or handled poorly, it can become contaminated with bacteria or fungi. This can lead to food poisoning, neurological damage, and even death. This paper reviews key health risks, recent medical cases, and global safety […]

Coconut Water Safety : Hidden Risks and Global Guidelines Read More »

Loknath Mishra poetry reflection

॥ ଶୂନ୍ୟ ପଥେ ॥

॥ ଶୂନ୍ୟ ପଥେ ॥ ଲୋକନାଥ ମିଶ୍ର ଏହି ଦୁନିଆରେ,କେହି କାହାର ନୁହେଁ—ବନ୍ଧୁ, ସମ୍ପର୍କ, ଭଲପାଇବାମାତ୍ର ଏକ ଅସ୍ଥାୟୀ ଛାୟା ।ହସ, ଅଶ୍ରୁ, ସୁଖ, ଦୁଃଖ—ସବୁ କାଳର ସହରେମିଶିଯାଏ, ଭୁଲିଯାଏ । ମୁଁ ଯେଉଁ ଦିନ ଚାଲିଯିବି,ଚିତାର ଅଗ୍ନିରେଜୀବନର ଶେଷ ଅକ୍ଷର ଲେଖିବି,ତା’ ପରେ ଶ୍ମଶାନରୁଫେରିଯିବେ ସମସ୍ତେ ।ତାଙ୍କ ଚକ୍ଷୁରେ କିଛି ଲୁହ,କିଛି ସ୍ମୃତିର କଣ୍ଣା,କିନ୍ତୁ ସେମାନେ ଚାଲିଯିବେଘର, ପରିବାର, କାମ,ଜୀବନର ସାଧାରଣ ଚକ୍ରକୁ । କିନ୍ତୁ ମୋ ଛାୟା—ସେଇଠି ଅନ୍ଧକାରେ ବସିରହିବ,ନିରବ, ଶୂନ୍ୟ,ଅଗ୍ନିର ଧୁଆଁରେମୋର ନାମ

॥ ଶୂନ୍ୟ ପଥେ ॥ Read More »

fthtfg

THE MAN

THE MAN Tapan Kumar Nayak In the Chicago meet the “Vivekananda”Moving with a lantern amidst illuminated lightPutting the lantern from face to faceIn search of a “man” not a “matter”Behold the Chicago men “the great saint has gone mad”And shouting where is a ‘man’ Where is a manI do not find a man, Oh SuffocatedCircled

THE MAN Read More »

Life Journey Farewell

ଜୀବନ ଟି ଚାଲେ ବିଦାୟ ପଥେ

🌺 ଜୀବନ ଟି ଚାଲେ ବିଦାୟ ପଥେ 🌺 ॥ ଲୋକନାଥ ମିଶ୍ର ॥ ୧. ଛାତ୍ରର ପୁସ୍ତକ ଦୀପ–ଶିଖାର କ୍ଷୀଣ ଆଲୋକ,ପାଠରେ ଲଗାଇ ଦେଇ ମନ ।ମାତା–ପିତା ହସିଲେ ଶେଷେ,ସଫଳ ହେଲା ତାହାର ଜୀବନ ॥ କିନ୍ତୁ ପୁସ୍ତକ ଧୂଳିରେ ଲାଗି,ଉଇ ଖାଇଲା , କାଗଜ–ଫିକା ।ସ୍ୱପ୍ନ–ତାରା ଦିଗନ୍ତେ ଗଲା,ପୁସ୍ତକ ହେଲା ଅପଚୟ–କାଗଜ ॥ ୨. ସେନାର ସେବା ଦେଶ–ଭୂମିକୁ ରକ୍ଷା ପାଇଁ ,ସେନା–ସାଥିରେ ଆଗେ ଆଗେ ।ବୁଟ୍ ଚିହ୍ ରହିଲା ଘରଦୁଆରେ ,ନାୟକ ଫେରିଲା

ଜୀବନ ଟି ଚାଲେ ବିଦାୟ ପଥେ Read More »

ଗ୍ରହଣର ଅଟ୍ଟହାସ

ଗ୍ରହଣର ଅଟ୍ଟହାସ ସାରଦା ପ୍ରସାଦ ମିଶ୍ର ବରଷ ମଧ୍ୟରେ ଯେବେ ଯେବେ ଆସେଗ୍ରହଣ ପରାଗ ଦିନହେତୁବ।ଦୀ ଗଣ ଆମିଷ ଭୋଜନକରିଥାନ୍ତି ଏହିଦିନ ।ନିଜକୁ ତିଆରି କରି ଭଲ ରୂପେଆସନ୍ତି ଗଣ ମାଧ୍ୟମଆଖି ଝଲସିବା ପୋଷାକକୁ ପିନ୍ଧିଦେଇଥାନ୍ତି ଦରଶନ ।ଦୂର ଦର୍ଶନ ଉପସ୍ଥାପକ ଗଣଜ୍ୟୋତିଷଙ୍କୁ ସଙ୍ଗେ ନେଇଟି ଭି ପରଦାକୁ କମ୍ପମାନ କରିଭାଷଣ ଚାଲନ୍ତି ଦେଇ ।ସେଥିମଧ୍ୟେ କିଛି ଇସାହି ପଣ୍ଡିତହିନ୍ଦୁ ଆରାଧ୍ୟ ମାନଙ୍କୁପରିହାସ କରି କରିଥାନ୍ତି ଯୁକ୍ତିଭାବନ୍ତି ଉଚ୍ଚେ ନିଜକୁ ।ବୁଝି ହୁଏ ନାହିଁ ଏହାର ଫଳରେକିବା

ଗ୍ରହଣର ଅଟ୍ଟହାସ Read More »

Tapan Kumar Nayak

ସେଇ “ମା”

ସେଇ “ମା” ତପନ କୁମାର ନାୟକ ବଦଳିବନୀ କେମିତି ଯେସ୍ନେହର ପରସ ଭିତରେଈର୍ଷା, ଦ୍ଵେଷ ଯେତେ ଅଜ୍ଞାନଅନ୍ଧତ୍ଵର ଅନ୍ଧକାରଅବା ଚିହ୍ନା ମୁହଁର ଅଭୂଲାପଣ | ତୋଳିଆଣି ସକାଳୁ ସକାଳୁସ୍ନିଗ୍ଧ ମୁହୁରତର ଚୁମ୍ବନଆଙ୍କିଦେ ତୋ ଯଠା ର ସମୟର ପ୍ରତିଦାନଚିବୁକରେ ଫୁଲର ପରଶ ଦେଇସଉନଲାଇଦେ , ରହିବନି ତୋ ଶିଶୁରଆଉ ଅଭୁଜା ପଣ | ଲୁକ୍କାୟିତ ମନ ଭିତରୁଲିଭିଯିବ ଯେତେ ପଶୁପଣନିଜ ପ୍ରତିବିମ୍ବରେ ହଜି ଯାଉଛୁ ତୁ କାଇଁଲୁଚିଯିବ ଯେତେତୋର କ୍ରୁଦ୍ଧଗର୍ଜନ | ଅହଂକାର, ମିଥ୍ୟା ଆବର୍ଜନାକଳୁଷିତ ବାତାବରଣସଫା

ସେଇ “ମା” Read More »

Sarvapalli Radhakrishnan

ଗୁରୁ ଦିବସ

ଗୁରୁ ଦିବସ ସାରଦା ପ୍ରସାଦ ମିଶ୍ର ଆନ୍ଧ୍ର ପ୍ରଦେଶର ସର୍ବପଲ୍ଲୀ ଗ୍ରାମେତେଲୁଗୁ ବ୍ରାହ୍ମଣ କୁଳେଜନମିଥିଲେ ଜଣେ ପ୍ରସିଦ୍ଧ ପୁରୁଷସୀତାମା ଙ୍କର କୋଳେ।ପିତା ବିରସ୍ଵ।ମୀ ଥିଲେ ଉକ୍ତସ୍ଥାନେରାଜସ୍ବ ଅଧିକାରୀପରେ ମାନ୍ଦ୍ରଜ ର ତିରୁତ୍ତାନ ଠାରେରହିଥିଲେ ଘରକରି ।ପରମ ପାବନ ପୁରୁଷ ଶ୍ରୀକୃଷ୍ଣରାଧା ପ୍ରେମ ମୟୀ ଦେବୀପୁତ୍ରର ନାମ ରଧାକୃଷ୍ଣ ପିତାମାତାଦେଇଥିଲେ ଭାବିଭାବି ।ଶୈଶବରୁ ଶିଶୁ କ୍ରମେ ବଡ ହୋଇବିଦ୍ୟାଳୟେ ପ୍ରବେଶିଲାଗଣିତ ବିଦ୍ୟାରେ ଧୁରନ୍ଧର କିନ୍ତୁଦର୍ଶନ ବିଦ୍ୟା ପଢିଲା ।ଦର୍ଶନ ଶାସ୍ତ୍ରରେ ସର୍ବ ଉଚ୍ଚ ଶିକ୍ଷାଲାଭ କରି ସେ ଯୁବକଦେଶର

ଗୁରୁ ଦିବସ Read More »

ହାଲଚାଲ

ହାଲଚାଲ ସାରଦା ପ୍ରସାଦ ମିଶ୍ର କୃଷକ ଯୁବକ ମନ ଆନନ୍ଦରେତିନିଶହ ଟଙ୍କା ନେଇଯାଇଥିଲା ସୋସାଇଟ ଅଫିସୟୁ ରିଆ ସାର ପାଇଁ ।ସୋସାଇଟ ରେ ମିଳିଲାନି ସାରଛକ ଦୋକାନକୁ ଆସିବୁଝିଲା ସାର ବସ୍ତ।କର ମୂଲ୍ୟସେଠାରେ ସ।ତଶ ଅଶୀ ।ପଇସା ନହେବାରୁ ବିକଳେ ଆସିପହଞ୍ଚିଲା ନିଜ ଘରେପତ୍ନୀକୁ ଗେହ୍ଲେଇ କହିଲା ପ।ଞ୍ଚଶଟଙ୍କା ଦେଲୁ ମୋତେ ଧ।ରେ ।ସୁଭଦ୍ରା ଟଙ୍କା ତୁ ପାଇଛୁ ତ ଏବେଦେଇଥା ସେଥିରୁ କିଛିଭାରିଯା ତାର ମୁହଁ ମୋଡ଼ି କହେମୋ ଖର୍ଚ୍ଚ ପାଇଁ ରଖିଛି ।ପାଉଁଜି ସହ

ହାଲଚାଲ Read More »

Lokanath

Integrity Then and Now : From Namak ka Daroga to a Modern-Day CGST Superintendent

Integrity Then and Now: From Namak ka Daroga to a Modern-Day CGST Superintendent By Lokanath Mishra On September 3, 2025, News18Hindi reported a rare and inspiring incident. A Superintendent of CGST and Customs refused to accept a bribe of ₹22 lakh offered by two individuals seeking relief in tax evasion cases linked to online companies.

Integrity Then and Now : From Namak ka Daroga to a Modern-Day CGST Superintendent Read More »