ଦେବୋତ୍ଥାପନ ଏକାଦଶୀ
ଦେବୋତ୍ଥାପନ ଏକାଦଶୀ କାର୍ତ୍ତିକ ଶୁକ୍ଳ ଏକାଦଶୀ / ତୁଳସୀ ବିବାହ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି । ଏହି ଏକାଦଶୀକୁ ଦେବଉଠନୀ, ଦେବୋତ୍ଥାନ ଏବଂ ପ୍ରବୋଧିନୀ ଏକାଦଶୀ ମଧ୍ୟ କୁହାଯାଇଥାଏ। ଦେବଉଠନୀ ଏକାଦଶୀ ବିଷୟରେ କୁହାଯାଇଥାଏ ଯେ ଭଗବାନ ବିଷ୍ଣୁ ଚାରି ମାସ ଯୋଗ ନିନ୍ଦ୍ରା ପରେ ଜାଗ୍ରତ ହୋଇଥାନ୍ତି। ଏହି ଏକାଦଶୀ ଦୀପାବଳି ପରେ ପାଳନ କରାଯାଇଥାଏ। ଦେବଉଠନୀ ଏକାଦଶୀରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଜାଗ୍ରତ ହେବା ପରେ ସମସ୍ତ […]







