Spirituality

Solar Eclipse

Solar Eclipses, Spiritual Reflection and Temple Worship

Solar Eclipses, Spiritual Reflection and Temple Worship: A Balanced Perspective on Faith and Tradition: By Lokanath Mishra, M.A., LL.B., IRS (Retired) Introduction: A solar eclipse is one of nature’s most fascinating astronomical events. Modern science explains that it occurs when the Moon passes between the Earth and the Sun, temporarily blocking all or part of […]

Solar Eclipses, Spiritual Reflection and Temple Worship Read More »

Tat Tvam Asi

ତତ୍ତ୍ୱମସି

-ତତ୍ତ୍ୱମସି-(ଲୋକନାଥ ମିଶ୍ର) ମୁଁ କିଏ ? ଏକ ଅସମାପ୍ତ ଯାତ୍ରା — କର୍ମରୁ ଆତ୍ମା ପର୍ଯ୍ୟନ୍ତ: ମୁଁ କିଏ ? ଏ ପ୍ରଶ୍ନଟିମୋ ଜୀବନର ସବୁଠାରୁ ପୁରୁଣା ପ୍ରଶ୍ନ,କିନ୍ତୁ ଆଜି ମଧ୍ୟତାହାର ଉତ୍ତର ମୋ ହାତରେ ନାହିଁ । ହୁଏତ ଏହି ପ୍ରଶ୍ନର ଉତ୍ତରକୌଣସି ପୁସ୍ତକର ପୃଷ୍ଠାରେ ନାହିଁ,କୌଣସି ମନ୍ଦିରର ଗର୍ଭଗୃହରେ ନାହିଁ,କୌଣସି ଶାସ୍ତ୍ରର ଅକ୍ଷରରେ ମଧ୍ୟ ନାହିଁ । ହୁଏତ ଉତ୍ତରଟିଲୁଚି ରହିଛିମୋ ନିଜ ଶ୍ୱାସର ନିରବତାରେ । ସେଥିପାଇଁ ଆଜିମୋ ସମସ୍ତ ଯାତ୍ରାକୁ ପଛକୁ

ତତ୍ତ୍ୱମସି Read More »

Menstruation, Women’s Dignity

Menstruation, Women’s Dignity and Spiritual Freedom

Menstruation, Women’s Dignity and Spiritual Freedom: A Balanced Perspective: By Lokanath Mishra, M.A., LL.B., IRS (Retired) Introduction: Menstruation is a natural biological process experienced by women throughout their reproductive years. Every month, the female body undergoes a normal physiological cycle that is essential for human reproduction. Modern medical science recognises menstruation as a healthy and

Menstruation, Women’s Dignity and Spiritual Freedom Read More »

London Solar Eclipse 2026

୧୨ ଅଗଷ୍ଟ ୨୦୨୬ ର ଲଣ୍ଡନ ସୂର୍ଯ୍ୟଗ୍ରହଣ

୧୨ ଅଗଷ୍ଟ ୨୦୨୬ ର ଲଣ୍ଡନ ସୂର୍ଯ୍ୟଗ୍ରହଣ : ବିଜ୍ଞାନ, ଧର୍ମ ଓ ଆଧ୍ୟାତ୍ମିକତା : ଅଧ୍ୟାୟ – ଶେଷ ଭାଗ ( ଲୋକନାଥ ମିଶ୍ର) ବିଭିନ୍ନ ଧର୍ମର ଦୃଷ୍ଟିଭଙ୍ଗୀ, ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ୱୟ, ଏବଂ ଲଣ୍ଡନରେ ମୋର ଅନୁଭୂତି ଇସ୍ଲାମ ଧର୍ମରେ ସୂର୍ଯ୍ୟଗ୍ରହଣ ଇସ୍ଲାମ ଧର୍ମରେ ସୂର୍ଯ୍ୟଗ୍ରହଣକୁ ଅଲ୍ଲାହଙ୍କ ସୃଷ୍ଟିର ଏକ ଅଦ୍ଭୁତ ନିଦର୍ଶନ ଭାବରେ ଦେଖାଯାଏ । ଇସ୍ଲାମୀ ପରମ୍ପରାରେ ଗ୍ରହଣ ସମୟରେ ବିଶେଷ ନମାଜ ପାଠ କରିବାର ବ୍ୟବସ୍ଥା ରହିଛି, ଯାହାକୁ

୧୨ ଅଗଷ୍ଟ ୨୦୨୬ ର ଲଣ୍ଡନ ସୂର୍ଯ୍ୟଗ୍ରହଣ Read More »

London Solar Eclipse 2026

୧୨ ଅଗଷ୍ଟ ୨୦୨୬ ର ଲଣ୍ଡନ ସୂର୍ଯ୍ୟଗ୍ରହଣ

୧୨ ଅଗଷ୍ଟ ୨୦୨୬ ର ଲଣ୍ଡନ ସୂର୍ଯ୍ୟଗ୍ରହଣ : ବିଜ୍ଞାନ, ଧର୍ମ ଓ ଆଧ୍ୟାତ୍ମିକତା : ଅଧ୍ୟାୟ – ୨ ( ଲୋକନାଥ ମିଶ୍ର )ହିନ୍ଦୁ ଶାସ୍ତ୍ରରେ ସୂର୍ଯ୍ୟଗ୍ରହଣ, ମହାଭାରତ, ଧାର୍ମିକ ଆଚରଣ ଏବଂ ବିଭିନ୍ନ ଧର୍ମର ଦୃଷ୍ଟିଭଙ୍ଗୀ ପ୍ରଥମ ଅଧ୍ୟାୟରେ ଆମେ ସୂର୍ଯ୍ୟଗ୍ରହଣର ବୈଜ୍ଞାନିକ ସ୍ୱରୂପ, ଏହାର ଇତିହାସ ଏବଂ ୧୨ ଅଗଷ୍ଟ ୨୦୨୬ ତାରିଖରେ ଲଣ୍ଡନରେ ଦୃଶ୍ୟମାନ ହେବାକୁ ଥିବା ଆଂଶିକ ସୂର୍ଯ୍ୟଗ୍ରହଣ ସମ୍ପର୍କରେ ଆଲୋଚନା କରିଥିଲୁ । ବିଜ୍ଞାନ ସୂର୍ଯ୍ୟଗ୍ରହଣ କିପରି ଘଟେ

୧୨ ଅଗଷ୍ଟ ୨୦୨୬ ର ଲଣ୍ଡନ ସୂର୍ଯ୍ୟଗ୍ରହଣ Read More »

ମୌନୀ ଅମାବାସ୍ୟାର ମହତ୍ତ୍ୱ

ମାଘ ମାସର ଅମାବାସ୍ୟାକୁ ମୌନୀ ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା କୁହାଯାଏ

ମାଘ ମାସର ଅମାବାସ୍ୟାକୁ ମୌନୀ ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା କହାଯାଏ । ଏହି ଦିନ କୁମ୍ଭ ମେଳାର ପବିତ୍ର ସ୍ଥାନରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁମାନେ ଅଧିକ ପସନ୍ଦ କରନ୍ତି । ଅନେକ ଧାର୍ମିକ ବ୍ୟକ୍ତି ଏହିଦିନ ତ୍ରିବେଣୀ ସଙ୍ଗମରେ ସ୍ନାନ ପୂର୍ବକ ମୌନବ୍ରତ ପାଳନ କରନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୌନୀ ଅମାବାସ୍ୟାରେ ଆମ ମନ ଓ ଭାବର ଦେବତା ଚନ୍ଦ୍ର ଦେଖାଯା’ନ୍ତି ନାହିଁ ଏବଂ ଦୁର୍ବଳ ରହନ୍ତି । ତେଣୁ ବ୍ୟକ୍ତି କୌଣସି

ମାଘ ମାସର ଅମାବାସ୍ୟାକୁ ମୌନୀ ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା କୁହାଯାଏ Read More »

fthtfg

THE MAN

THE MAN Tapan Kumar Nayak In the Chicago meet the “Vivekananda”Moving with a lantern amidst illuminated lightPutting the lantern from face to faceIn search of a “man” not a “matter”Behold the Chicago men “the great saint has gone mad”And shouting where is a ‘man’ Where is a manI do not find a man, Oh SuffocatedCircled

THE MAN Read More »