ଦ୍ୱାପର ଯୁଗର ଏକ କାହାଣୀ
ମହାଭାରତ ଗଦ୍ୟରେ – ଭାଗ ୬୨ (ଦ୍ୱାପର ଯୁଗର ଏକ କାହାଣୀ) ଲେଖକ – ଲୋକନାଥ ମିଶ୍ର ନିଷଧର ରାଜ୍ୟ ହରାଇବା ପରେ ରାଜା ନଳ ଓ ରାଣୀ ଦମୟନ୍ତୀ ରାଜପ୍ରାସାଦ ଛାଡ଼ି ଅଜଣା ଅରଣ୍ୟପଥରେ ଯାତ୍ରା ଆରମ୍ଭ କଲେ । ଯେଉଁ ନଳ କେବେ ରାଜସିଂହାସନରେ ବସି ହଜାର ହଜାର ପ୍ରଜାଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ, ସେହି ନଳ ଆଜି ନିଜ ପାଇଁ ଏକ ନିରାପଦ ଆଶ୍ରୟ ଖୋଜୁଥିଲେ । ତାଙ୍କ ପାଖରେ ନଥିଲା ରାଜମୁକୁଟ, […]
ଦ୍ୱାପର ଯୁଗର ଏକ କାହାଣୀ Read More »










