Kabita

Sargu Barta, Gandhiji,

ସରଗୁ ବ।ରତା

ସରଗୁ ବ।ରତା ସାରଦା ପ୍ରସାଦ ମିଶ୍ର ସରଗ ରାଇଜୁ ବୋଲଇ ଗାନ୍ଧିଜୀଶୁଣ ମୋ ଦେଶ ବାସୀରାବଣ ସଙ୍ଗତେ ତୁଳନା କରିଛସେଥିପାଇଁ ହେଉଛି ଖୁସି ।ଚମ୍ପାରନର ନୀଳ ଚାଷୀ ଶ୍ରଦ୍ଧାରେଡାକିଥିଲେ ମହାତ୍ମାଏବେ କେତେ ଲୋକ କହିଛନ୍ତି ମୋତେମୁଁ ଏକ ମିଛ ମହ।ତ୍ମା ।ମୋତେ ମାରିଥିବା ନ।ଥୁର।ମ ଙ୍କୁତୁମେ କହୁଛ ରାମମୋତେ ମାରିବା ତ ପାଇଁ ହୋଇଥିଲାକେବଳ ଗୋଟିଏ କାମ ।ସିଙ୍ଗାପୁର ଠାରେ ସୁଭାଷ ମୋତେ ଯେକାହିଁକି କହିଲା ବାପୁମନେ ପଡୁନାହିଁ କେବେ ମୁହିଁ ଏହାକହିଥିଲି କହିବାକୁ ।ଏହି ସବୁ […]

ସରଗୁ ବ।ରତା Read More »

Maa Asuchanti Durga Puja Poem

ମା ଆସୁଛନ୍ତି

ମା ଆସୁଛନ୍ତି ସାରଦା ପ୍ରସାଦ ମିଶ୍ର ପଲ୍ଲୀଠୁ ସହର ହେଉଛି ଚଞ୍ଚଳବିଜେ ହେବେ ଆସି ମାଆଝର ଝର ବାରି ପଡୁଛି ଗଗନୁବହୁଛି ଶୀତଳ ବାଆ ।ମଣ୍ଡପ ତୋରଣ ହେଉଅଛି ସଜାଶିଳ୍ପୀ ତୁଳୀକ। ଚଞ୍ଚଳଅନ୍ତିମ ପ୍ରଲେପ ମୁରତିରେ ଦିଏନାହିଁ ତାରେ ଅବସର ।ବଜାର ବିପଣି କୋଳାହଳ ପୂର୍ଣ୍ଣନିଜ ମନ ପସନ୍ଦରବସ୍ତ୍ର ଅଳଙ୍କାର ସୌଖିନ ସାମଗ୍ରୀକ୍ରୟ କରେ ନାରୀ ନର ।ଦୂର ସହରରୁ ମନ ଆନନ୍ଦରେଦଶହରା ପୂଜା ପାଇଁନିଜ ଗୃହ ମୁଖେ ଫେରୁଛନ୍ତି ଥୋକେଦେଖିବେ ଜନମ ଭୂଇଁ ।ମଉସୁମୀ କିନ୍ତୁ

ମା ଆସୁଛନ୍ତି Read More »

pexels-photo-2131663-2131663.jpg

ମୁଁ

“ମୁଁ” ତପନ କୁମାର ନାୟକ ଆଉ ମୁଁ ମୋର ବୋଲି କହୁନିକହୁନି ମୁଁ କିଏ , ମୁଁ କାହିଁକି ଆସିଲିଅବା କାହା ପାପର ପ୍ରାୟଶ୍ଚିତ ପାଇଁଜଳି ଜଳି ପାଉଁଶ ହେବାପୂର୍ବରୁବୁଝିବାକୁ ଚେଷ୍ଟାକଲିଅବା ବୁଝାଈବାକୁ ଚେଷ୍ଟାକଲିକିଏ କଣ ଅର୍ଥ ନେଲାତାର ସୀମିତ ପରିଚୟ ଭିତରେଖାଲି ଗୋଡି ମାଟି – ଦେହଯନ୍ତ୍ରଣାର ସ୍ଵର ତୀବ୍ର ଅବାତିବ୍ରତରଖିନଭିନ କରି ଖାଇବାର ଶବ୍ଦରକ୍ତତା ଅବୟବ ହିଁ ତାର ପରିଚୟଅବିଶ୍ଵାସ ର ମୂଳଦୁଆ ରେଯେଉଁ ସମ୍ପର୍କ , ସେଠି ବିଶ୍ବାସରବିଶ୍ବାସର ମାନେ କିଛି ହୁଏନାସେଠି

ମୁଁ Read More »

Maa Bimala Durga Puja

ମା’ ବିମଳାଙ୍କ ଦୁର୍ଗା ପୂଜା

ମା’ ବିମଳାଙ୍କ ଦୁର୍ଗା ପୂଜା। ଲୋକନାଥ ମିଶ୍ର । ଜଗନ୍ନାଥ ଧାମର, ଦେଉଳ ଭିତର,ସନ୍ଧ୍ୟାରେ ଶୋଭେ ମା’ ବିମଳାଙ୍କ ମୂଖ ।ଘଣ୍ଟା ଘଣ୍ଟି, ବାଦ୍ୟ, ବାଜେ ସମେତେ,ଭକ୍ତମାନେ ନାଚନ୍ତି, ଗାଆନ୍ତି ପ୍ରେମରେ । ନବରାତ୍ରି ଶୁଭେ, ଜଳେ ଦୀପାବଳୀ,ଚମକେ ମଣ୍ଡପ, ପଡଇ ମାଛବଳୀ ।ମା’ଙ୍କୁ ଅର୍ପଣ, ପୁଷ୍ପ, ଧୂପ, ଦୀପ,ଜୟଧ୍ୱନି ମିଶି, କମ୍ପଇ ମନ୍ଦିର । ଭକ୍ତଙ୍କ ଚକ୍ଷୁରେ, ଲୁହର ପ୍ରବାହ,ମା’ ପାଦେ ପଡ଼ି, ପାଆନ୍ତି ସୁପଥ ।ବିମଳା ପ୍ରସାଦ, ମହିମା ପରମ,ଏକାଦଶୀରେ, ଗୋଷାଣି ବିଦାୟ ।

ମା’ ବିମଳାଙ୍କ ଦୁର୍ଗା ପୂଜା Read More »

ମାଟିର ସୁଗନ୍ଧ – ୨

ମାଟିର ସୁଗନ୍ଧ – ୨

ମାଟିର ସୁଗନ୍ଧ – ୨(ସାହିତ୍ୟିକ ମୁକ୍ତକବିତା)॥ ଲୋକନାଥ ମିଶ୍ର ॥ ପ୍ରଭାତର କୁହୁଡିରେଗାଁର ପଥଉଠୁ ଥିଲା ଶାନ୍ତରେ,ପାଦେ ପାଦେମାଟିର ପାରିଜାତସୁଗନ୍ଧେ ଭିଜାଉଥିଲାଶିଶୁମନ । ସାତ କୋଶ ଦୂରରଶିକ୍ଷାଳୟ ପଥେଚାଲୁଥିଲେଦିନ କୁ ଦୁଇଥର,କାଣ୍ଟାଝାଡ଼ଜଙ୍ଗଲପଥ,ଗୋଧି , ସାପଭୟଙ୍କର ସ୍ଥିତି,ତଥାପିହୃଦୟରେ ଜଗନ୍ନାଥପ୍ରାର୍ଥନାରପଦକ୍ଷେପ ନଥିଲା ଶିଥିଳ । ବର୍ଷା ରୁତୁରେପଥେ ପଥେପାଣିରେ ଭାସୁଥିଲାଆମ ପାଦଚିହ୍ନ,କିନ୍ତୁ ସ୍ୱପ୍ନଭାସୁଥିଲା ନାହିଁ । ସନ୍ଧ୍ୟାକାଳେପଥରେ ପଡ଼ୁଥିବାସୂର୍ଯ୍ୟାସ୍ତର ରଙ୍ଗଆମ ଗୋରା ହାତରେଆଶାର ଚାଷ କରୁଥିଲା । ତେର ବସନ୍ତରେଜେଷ୍ଠାଭଗିନୀବିବାହିତା ହେଇଗାଁରୁ ବିଦାୟ ନେଲା,ପାଦେ ଅଳତାଚକ୍ଷୁପଥେ ଲୁହ,ଗାଁର ମାଟିତାହାର ସ୍ମୃତିକୁଚିରକାଳ

ମାଟିର ସୁଗନ୍ଧ – ୨ Read More »

ଲୋକନାଥ ମିଶ୍ରଙ୍କ ‘ଶେଷ ରାତିର କଥା

“ଶେଷ ରାତିର କଥା”

“ଶେଷ ରାତିର କଥା” ଲୋକନାଥ ମିଶ୍ର କଳା ରାତି, ଶୂନ୍ୟ ପଥ,ଶ୍ରୀଜଗନ୍ନାଥ ବୃଦ୍ଧାଶ୍ରମ ।ନିରବତା ଭିତରେ ଆସିଲାଏକ ସୁଗନ୍ଧିତ ପବନ । ନେଳୀ ପାଟ ସାଢୀ ଜଗମଗ,ଯୁବତୀ ମୁଖ ଶାନ୍ତ ।ତା’ର ମୁହଁରେ ଚମକୁଥିଲାଦୟା, କରୁଣା, କ୍ଲାନ୍ତ । ବୃଦ୍ଧା ପଡ଼ିଥିଲେ ଶଯ୍ୟାରେ,ଶ୍ୱାସ ନିର୍ଜୀବ ପ୍ରାୟ ।ନର୍ସ କହିଲେ — “ମା, ଉଠ,ତୁମର ଝିଅ ଆସିଗଲା” । ଧୀରେ ଧୀରେ ଖୋଲିଲେ ଆଖି,ଆଖିରେ ନୀରବ ର ସପନ ।ବର୍ଷର ବର୍ଷର ଅପେକ୍ଷା,ସନ୍ତାନ ସାନିଧ୍ୟର ଆକାଙ୍କ୍ଷା । ଚାଦର

“ଶେଷ ରାତିର କଥା” Read More »

Death Valley

ଡେଥ୍ ଭାଲି

ଡେଥ୍ ଭାଲି(Death Valley) ଲୋକନାଥ ମିଶ୍ର ବଜାର ଛାଡ଼ି, ମାନଚିତ୍ର ଧରି,ଭିଡିଓ, ଖବରେ ସ୍ମୃତି ଭରି ।ପଥର, ବାଲି ପବନ ସାଥୀ,ଶୁଣିଲି “ଗୁଡବାଇ” ଗୀତର କଥା । ମୃତ୍ୟୁ ନାହିଁ, ପରୀକ୍ଷା ଏଇ,ଜୀବନରେ ଶିକ୍ଷା ଦେଇ ।“ଫ୍ୟୁନେରାଲ୍” ପର୍ବତ, ଡେଭିଲ୍ର ଖେଳ,ଭୟରେ ମଧ୍ୟ ମିଳେ ସୁନ୍ଦର ମେଳ । ଖୋଜିଲି ସତ୍ୟ, ଦେଖିଲି ଭୂମି,ମନ କହେ — ଏଇ ଜୀବନ ଗୀତି ।ଡେଥ୍ ଭାଲି, ଅଛି କେବଳ ଶୂନ୍ୟ,ମୋ ହୃଦୟରେ ଜୀବନ ଧ୍ୱନି ।

ଡେଥ୍ ଭାଲି Read More »

Kashee Jagannathapur Shasan gaam re

॥ ଦୁର୍ଗା–ମାଧବ ॥

॥ ଦୁର୍ଗା–ମାଧବ ॥ (କାଶୀ ଜଗନ୍ନାଥପୁର ଶାସନର କବିତା) ଲୋକନାଥ ମିଶ୍ର ପୁରୀରୁ ସାତ କି.ମି. ଦୂର,ପବିତ୍ର ମାଟିରେ ରହି ଅଛି,ଏକ ଗାଁ—କାଶୀ ଜଗନ୍ନାଥପୁର ଶାସନ,ସାତପଡା ରାଷ୍ଟ୍ରୀୟ ସଡ଼କ କଡେ,ଶାନ୍ତିର ସ୍ୱାସ ନେଇଆଜି ବି କହେଓଡ଼ିଶାର ଆତ୍ମାର କଥା । ପୂର୍ବେ ବିଶେଶ୍ୱର,ପଶ୍ଚିମେ ବିଜେ ସ୍ଥଳୀ—ମଣ୍ଡପରେ ବସିଗୋପୀନାଥ, ବିଶେଶ୍ୱର, ଦୁର୍ଗା—ମାଧବ ଓ ଶକ୍ତିରଏକତ୍ୱ ରାଗିଣୀ ।ମଧ୍ୟରେ ବସିଥିବା ଦୁର୍ଗାହସି କହନ୍ତି—“ମୁଁ ମା, ମୁଁ ଶକ୍ତି,ମୁଁ ପ୍ରେମର ସାକ୍ଷୀ।” ଶୋଳ ପୁଜାରେଦକ୍ଷିଣ ଘରରେ,ସେଇ ମା’ଅଲଗାରେ ପୂଜା ପାଆନ୍ତି—ଗାଁର ମା’,ଗାଁର

॥ ଦୁର୍ଗା–ମାଧବ ॥ Read More »

Loknath Mishra poetry reflection

॥ ଶୂନ୍ୟ ପଥେ ॥

॥ ଶୂନ୍ୟ ପଥେ ॥ ଲୋକନାଥ ମିଶ୍ର ଏହି ଦୁନିଆରେ,କେହି କାହାର ନୁହେଁ—ବନ୍ଧୁ, ସମ୍ପର୍କ, ଭଲପାଇବାମାତ୍ର ଏକ ଅସ୍ଥାୟୀ ଛାୟା ।ହସ, ଅଶ୍ରୁ, ସୁଖ, ଦୁଃଖ—ସବୁ କାଳର ସହରେମିଶିଯାଏ, ଭୁଲିଯାଏ । ମୁଁ ଯେଉଁ ଦିନ ଚାଲିଯିବି,ଚିତାର ଅଗ୍ନିରେଜୀବନର ଶେଷ ଅକ୍ଷର ଲେଖିବି,ତା’ ପରେ ଶ୍ମଶାନରୁଫେରିଯିବେ ସମସ୍ତେ ।ତାଙ୍କ ଚକ୍ଷୁରେ କିଛି ଲୁହ,କିଛି ସ୍ମୃତିର କଣ୍ଣା,କିନ୍ତୁ ସେମାନେ ଚାଲିଯିବେଘର, ପରିବାର, କାମ,ଜୀବନର ସାଧାରଣ ଚକ୍ରକୁ । କିନ୍ତୁ ମୋ ଛାୟା—ସେଇଠି ଅନ୍ଧକାରେ ବସିରହିବ,ନିରବ, ଶୂନ୍ୟ,ଅଗ୍ନିର ଧୁଆଁରେମୋର ନାମ

॥ ଶୂନ୍ୟ ପଥେ ॥ Read More »