ଗଣେଶ ପୂଜା
ଗଣେଶ ପୂଜା ସାରଦା ପ୍ରସାଦ ମିଶ୍ର ମେଘ ମେଦୁରିତ ଆକାଶ ବୁକେତପ୍ତ ତପନ ଶାନ୍ତଭାଦ୍ର ଶୁକ୍ଳପକ୍ଷ ଚତୁର୍ଥୀ ତିଥିଧୀରେ ବହୁଛି ବାତ ।ଗିରି ଚୁଡ଼ା ଡେଇଁ ସମୀର ଉଲ୍ଲାସେବହେ ସାଗର ଛୁଇଁମତୁଆଲା ହୋଇ ତରଙ୍ଗ ଆନନ୍ଦେବେଳା ବକ୍ଷେ ଲୋଟଇ ।ଗ୍ରାମ ନଗର ପଲ୍ଲୀ ପୁରେ ଆଜିଆନନ୍ଦ ଉଲ୍ଲାସ ଖେଳେଜ୍ଞାନ ବିଦ୍ୟାର ସ୍ଥପତି ଗଣପତିବିଜୟ ଧର। ତଳେ ।ସଜ୍ଜିତ ମଣ୍ଡପ ପୁଷ୍ପ ପଲ୍ଲବେସଙ୍ଗୀତ ଶୁଭେ ଉଚ୍ଚେଗଣ ନାୟକଙ୍କ ମୃଣ୍ମୟ ମୂର୍ତ୍ତିଶୋଭାପାଏ ପୁଷ୍ପ ଗୁଚ୍ଛେ।ବିପ୍ର କଣ୍ଠରୁ ଉଚ୍ଚ।ରିତ ମନ୍ତ୍ରଧୂପ ଝୁଣାର […]










