ଯୁଗନାୟକ ବିବେକାନନ୍ଦ
ଯୁଗନାୟକ ବିବେକାନନ୍ଦ ତପନ ନାୟକ କେଉଁ ସୁଦୂରରୁ ଆସିଲ ହେ ଋଷି, ଜାଳି ଜ୍ଞାନର ଦୀପ,ତୁମରି କଣ୍ଠରେ ପ୍ରତିଧ୍ୱନିତ ହେଲା, ମାନବ ସେବାର ରୂପ।କୈଶୋରର ସେ ‘ନରେନ୍ଦ୍ର’ ତୁମେ, ବିଶ୍ୱବିଜୟୀ ବୀର,ଭାରତ ମାତାର ଗୁରୁ ଗୌରବ, ଉନ୍ନତ ତୁମ ଶିର।ସେଦିନ ଶିକାଗୋ ସଭାମଞ୍ଚ ତଳେ, ଶୁଭିଲା ତୁମରି ସ୍ୱର,“ଭାଇ ଓ ଭଉଣୀ” ସମ୍ବୋଧନେ ତୁମେ, ଜିଣିଲ ବିଶ୍ୱପୁର।ଜାତି-ଧର୍ମ-ଭେଦ ସବୁ ପାଶୋରି ଦେଇ, ଶିଖାଇଲ ଭଲ ପାଇବା,ଦରିଦ୍ର ନାରାୟଣ ସେବା ମଧ୍ୟରେ ହିଁ, ଈଶ୍ୱରଙ୍କୁ ଖୋଜି ପାଇବା।”ଉଠ, ଜାଗ […]
ଯୁଗନାୟକ ବିବେକାନନ୍ଦ Read More »










