General

A Spiritual Sojourn : Unveiling the Eternal Beauty of Srisaila Devasthanam

A Spiritual Sojourn: Unveiling the Eternal Beauty of Srisaila Devasthanam: By Lokanath Mishra: As I embarked on a spiritual journey to Srisaila Devasthanam, accompanied by my wife and her sister-in-law on March 22, 2025, I felt an aura of serenity and tranquility enveloping us. Our visit to this sacred site was a testament to the

A Spiritual Sojourn : Unveiling the Eternal Beauty of Srisaila Devasthanam Read More »

Unveiling the Majestic Amrabad Tiger Reserve : A Haven for the Majestic Felines

Unveiling the Majestic Amrabad Tiger Reserve: A Haven for the Majestic Felines: By Lokanath Mishra As I stepped into the Amrabad Tiger Reserve on Saturday, March 22, 2025, I was struck by the sheer vastness and beauty of this magnificent sanctuary. Spanning an impressive 2,800 square kilometers across the districts of Mahabubnagar and Nalgonda, the

Unveiling the Majestic Amrabad Tiger Reserve : A Haven for the Majestic Felines Read More »

pexels-photo-2802368-2802368.jpg

ମୋ ଦେଶ

ମୋ ଦେଶ ସାରଦା ପ୍ରସାଦ ମିଶ୍ର କେତେ ସୁନ୍ଦର ଏ ଦେଶ ଆମରଏହାରି କୋଳେ ଜନମଏହି ଦେଶ ପାଣି ଏ ଦେଶ ପବନେଗଢା ଆମରି ଜୀବନ।ସୁଜଳ। ସୁଫଳ। ଶସ୍ୟ ଶ୍ୟାମଳ।ଅରଣ୍ୟ କୁନ୍ତଳା ମାଆପ।ର।ବାର ତାର ଅଙ୍ଗ ପଖ।ଳେଚୁମ୍ବେ ଶୀତଳ ବାଆ ।ଗିରିଶିର ପରେ ତ।ରକିତ ବ୍ୟୋମହସେ ପୁଣି ନିଶା ପତିପାଦପ କୁଞ୍ଜୁ ବିହଗ ସଙ୍ଗୀତେମତୁଆଲା ହୁଏ ରାତି ।କୁଳୁ କୁଳୁ ନାଦେ ବହଇ ତଟିନୀବିତରାଇ ସ୍ୱଚ୍ଛ ବାରିତପନ କିରଣ ବନସ୍ପତି ଛୁଏଁବିଲେ ଶସ୍ୟ କେରି କେରି।ମହାକାଶ ଚାରୀ

ମୋ ଦେଶ Read More »

A Divine Encounter: My Visit to the Lakshmi Narasimha Temple on 16.3.25: ( Panakala Narasimha Temple)

A Divine Encounter: My Visit to the Lakshmi Narasimha Temple on 16.3.25: ( Panakala Narasimha Temple) By Lokanath Mishra: On a serene morning of 16.3.25, I had the privilege of visiting the revered Lakshmi Narasimha Temple in Mangalagiri, Andhra Pradesh along with my wife her brother and sister in law. This ancient Vaishnavite temple, dedicated

A Divine Encounter: My Visit to the Lakshmi Narasimha Temple on 16.3.25: ( Panakala Narasimha Temple) Read More »

Kanaka Durga Temple, Vijayawada A Divine Experience

Kanaka Durga Temple, Vijayawada:A Divine Experience: My Visit to the Majestic Kanaka Durga Temple By Lokanath Mishra On Saturday, 15th March 2025, I had the privilege of visiting the revered Kanaka Durga Temple, situated in the heart of Vijayawada, Andhra Pradesh. Accompanied by my wife, brother-in-law, and his wife, we embarked on a spiritual journey

Kanaka Durga Temple, Vijayawada A Divine Experience Read More »

pexels-photo-85773-85773.jpg

ମନେପଡେ

ମନେପଡେ ସାରଦା ପ୍ରସାଦ ମିଶ୍ର ଧରାରେ ବିରାଜେ ଜଡ ଶୀତଋତୁସମୟ ଗୋଧୂଳି ବେଳ।ନୀଳ ଜଳ ବେଣୀ ଅଙ୍ଗେ ଧରି ସୁଖେବହେ ମହାନଦୀ ଧାରା ।ଯାନ୍ତ୍ରିକ ନଉକା ଚଳେ ନଦୀ ବକ୍ଷେଅସ୍ତଗାମୀ ରବି ବିଭାପଡ଼ି ଜଳ ପରେ ବିମଳ ସୁଷମାପ୍ରକଟେ ଯାହା ଦୁର୍ଲଭ। ।କୁଜଙ୍ଗର ଅନ୍ତ – ପୁରରୁ ବାହାରିପାରାଦୀପ ମୁଖେ ଚଳେଆମ ଦେଶ ପ୍ରିୟ ନେତା ଜବାହରଚଳନ୍ତି ମନ୍ତ୍ରୀଙ୍କ ମେଳେ।ମୁଖ୍ୟମନ୍ତ୍ରୀ ବିଜୁ ସାଙ୍ଗରେ ବୀରେନଏବଂ ରାଉତରା ନୀଳମଣିସରକାରୀ ଗ୍ରସ୍ତେ ଅଛନ୍ତି ସମସ୍ତେନାବ ଚଳେ କାଟି ପାଣି ।ଚା

ମନେପଡେ Read More »

pexels-photo-10860773-10860773.jpg

କରାଣ୍ଡିଆ

କରାଣ୍ଡିଆ ସାରଦା ପ୍ରସାଦ ମିଶ୍ର କବିତାର ଶୀର୍ଷକ କୁ ଦେଖିପାଠକେ ବିସ୍ମିତ ହୋଇ ବୁଜିଦେବେ ଆଖିମନେ ମନେ ବୁଡ଼ିଯିବେ ଭ।ବନ।ରେଇତିହାସ କି ଭୂଗୋଳ କିଛି ନାହିଁ ଲେଖି । ଛୋଟ ଏକ ନଈ ନୁହେଁ ଗଙ୍ଗା ଗୋଦାବରୀନୁହେଁ ମହାନଦୀ ଅବା ନର୍ମଦା କାବେରୀଆମ ଗାଁ ପାଖ କୁଳୁ କୁଳୁ ନାଦେ ପ୍ରବାହିତଯାର ଜଳ ରହିଅଛି ଆମ ରକତରେ ଭରି।କର।ଣ୍ଡିଆ ସ୍ରୋତସ୍ଵିନୀ ଅଟେ ଲୁଣା କନ୍ୟାଯାର ଅଙ୍ଗେ ଶ୍ରାବଣରେ ବହିଯାଏ ବନ୍ୟାକ୍ଷୁଦ୍ର ଶରୀରରେ ଜଳ ହୁଅଇ ପ୍ଲାବିତଅନ୍ତେବାସୀ ଜଳଜୀବ

କରାଣ୍ଡିଆ Read More »