ସେବା ହିଁ ଈଶ୍ୱର
ସେବା ହିଁ ଈଶ୍ୱର ସାରଦା ପ୍ରସାଦ ମିଶ୍ର ପୂତ ନୀରା ମନ୍ଦ ଗ।ମିନୀଚିତ୍ରୋତ୍ପଳା ତଟିନୀକୂଳଦେଶ ମଣ୍ଡି ବିରାଜେଶ୍ୟାମ ପ।ଦପ ଶ୍ରେଣୀ ।ଚତୁର୍ମ। ସ୍ୟା ଅନ୍ତେ ନଦୀଟିହୁଏ ଶୁଷ୍କ ସଲିଳ।ଉଜ୍ଜ୍ବଳ ସିକତ। ବେଳ।ରମଧ୍ୟେ ସଂକୀର୍ଣ୍ଣ ଧାରା।ନଦୀ ତଟେ ଏକ ମନ୍ଦିରେବିଜେ ରାଧା ମାଧବଶୁକ ପରୀକ୍ଷିତ ଆଶ୍ରମଅଛି ମନ୍ଦିର ଠାବ ।ଏକଦା ଆଶ୍ରମେ ପୁରୋଧାଥିଲେ ବାବା ଚୈତନ୍ୟଶାନ୍ତ ସୁଗଠିତ ଶରୀରମୁଖ ସଦା ପ୍ରସନ୍ନ।ମାଧବଙ୍କ ସେବା ସଙ୍ଗତେଦୁସ୍ଥ ମାନବ ସେବାକାୟ ମନ ବାକ୍ୟ ଉତ୍ସର୍ଗତାଙ୍କ ରଜନୀ ଦିବା।ଆଶ୍ରମର ଉପବନ ଟିବାବା ପବିତ୍ର […]










