#jaganath

ପରଂବ୍ରହ୍ମ ଶ୍ରୀଜଗନ୍ନାଥ

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ବଡ଼ ଦେଉଳର ଷୋଡ଼ଶ ମଣ୍ଡପ ୧ – ରତ୍ନ ମଣ୍ଡପ ଶ୍ରୀମନ୍ଦିରର ସ୍ଵତ୍ତ୍ଵଲିପିର ଉଲ୍ଲେଖ ପ୍ରକାରେ ବଡ଼ ଦେଉଳର ପ୍ଲଟ ନମ୍ବର ୧ ରେ ରତ୍ନବେଦୀ ବା ରତ୍ନ ମଣ୍ଡପ ଅବସ୍ଥିତ। ଯେଉଁଥିରେ କି ବଲଭଦ୍ର, ଦେବୀ ସୁଭଦ୍ରା, ଓ ଶ୍ରୀଜଗନ୍ନାଥ ପୂର୍ବାଭିମୁଖ ପୂର୍ବକ ଅବସ୍ଥାନ କରିଛାନ୍ତି। “ଶ୍ରୀଜଗନ୍ନାଥ” ମହାପ୍ରଭୁଙ୍କ ବାମକୁ ଶ୍ରୀଦେବୀ, ଶ୍ରୀସୁଦର୍ଶନ ଓ ଶ୍ରିମାଧବ ଏବଂ ଦକ୍ଷିଣକୁ ଭୂଦେବୀ ବିରାଜମାନ କରିଛନ୍ତି। ଏହି ରତ୍ନ ମଣ୍ଡପର ଲମ୍ବା ୧୬ ଫୁଟ ଓ […]

ପରଂବ୍ରହ୍ମ ଶ୍ରୀଜଗନ୍ନାଥ Read More »

ପୁରୀ ବଡଦେଉଳ କଥା

ପୁରୀ ବଡଦେଉଳ କଥା ବଡ଼ଦାଣ୍ଡରେ ଗୋଡ଼ ଦେଲା ମାତ୍ରେ ଆପଣଙ୍କୁ ଭେଟିବେ କେହି ଜଣେ ପଣ୍ଡା। “କେଉଁଠୁ ଆସିଛନ୍ତି, ଯଦି ଚାହାନ୍ତି ମୁଁ ଆପଣଙ୍କୁ ଜଗନ୍ନାଥ ଦର୍ଶନ, ଭୋଗ, ବେଢ଼ା ପରିକ୍ରମା, ଅଭଡ଼ା ଭୋଜନରେ ସାହାଯ୍ୟ କରିବି। ପ୍ରଭୁଙ୍କ ବିଜେସ୍ଥଳୀକୁ ଆସିଛନ୍ତି, ତୀର୍ଥ କ୍ଷେତ୍ର, ଧର୍ମ କାର୍ଯ୍ୟ, ଯାହା ଇଛା ମୋତେ ଦେବେ,” ସତର୍କତାର ସହ ସେ ଆପଣଙ୍କୁ ପ୍ରଶ୍ନ କରିବେ। ଅନେକ ବାଟ ଆଡ଼େଇ ଚାଲିଯାନ୍ତି, କିନ୍ତୁ ସମ୍ମତି ମିଳିଲେ ଅଣନିଶ୍ୱାସୀ ହୋଇପଡୁଥିବା ଭିଡ଼ ଭିତରେ

ପୁରୀ ବଡଦେଉଳ କଥା Read More »

ଶ୍ରୀକୃଷ୍ଣଙ୍କ ସ୍ମିତ-ହାସ୍ୟ

ଆଧ୍ୟାତ୍ମିକ କ୍ଷୁଦ୍ର–ଗଳ୍ପ >>>>>ଶ୍ରୀକୃଷ୍ଣଙ୍କ ସ୍ମିତ-ହାସ୍ୟ (ଲେଖକ ଶ୍ରୀ ଶମ୍ଭୁନାଥ ଦାସ, କୋଲକାତା) ଧର୍ମ ନାହିଁ…. ଧର୍ମ ନାହିଁ…. ଧର୍ମ ନାହିଁ…. କହି ମା’ ଗାନ୍ଧାରୀ ଏମିତି ଚିତ୍କାର କରି ଉଠିଲେ ଯେ, ସତେ ଯେପରି ଆମର୍ତ୍ତ-ବୈକୁଣ୍ଠ ଦୋହଲି ଗଲାଭଳି ଅନୁଭୂତ ହେଲା । ଧୃତରାଷ୍ଟ୍ର ଆଗରୁ କେବେ ଗାନ୍ଧାରୀଙ୍କର ଏମିତି ଅଧୈର୍ଯ୍ଯ-ଯନ୍ତ୍ରଣା ଅନୁଭବ କରି ନ ଥିଲେ । ଆଜି ଭୀମ ହାତରେ ଜ୍ଯେଷ୍ଠପୁତ୍ର କୁରୁତିଳକ ମାନୀ ଦୁର୍ଯ୍ୟୋଧନଙ୍କ ମୃତ୍ଯୁ ସମ୍ବାଦ ଶୁଣି ମାତା ଗାନ୍ଧାରୀଙ୍କର ବ୍ଯଥା-ବେଦନା

ଶ୍ରୀକୃଷ୍ଣଙ୍କ ସ୍ମିତ-ହାସ୍ୟ Read More »

pexels-photo-70069-70069.jpg

ସକାଳର ଭକ୍ତି ଅର୍ଘ୍ୟ

❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀ ♾️♾️♾️♾️⭕⭕♾️♾️♾️♾️ ଯେ ବନେ ବିଜେ ଗୋପୀନାଥ। ସର୍ବଦା ବହଇ ବସନ୍ତ।ସୀମା ଆବୋରି ଗୋପପୁର। ଯେଝାରେ ତୋଳିଲେ ମନ୍ଦିର। ଗ୍ରାମର ମଧ୍ୟେ ନନ୍ଦଘର। ଯହିଁ ବିଜୟ ଦାମୋଦର।କୃଷ୍ଣ ଦେଖିଲେ ଗୋବର୍ଦ୍ଧନ। ଯମୁନା ନଦୀ ବୃନ୍ଦାବନ। ଦେଖି ସାନନ୍ଦ ବେନିଭାଇ। ବୋଲନ୍ତି ନନ୍ଦକୁ ବସାଇ।ଯେତେ ଅଛନ୍ତି ବତ୍ସା ଘରେ। ଆମ୍ଭେ ରଖିବୁ ନଦୀତୀରେ। ଭୋ ତାତ ନାହିଁ ତୁ ନକର। ବତ୍ସା ରଖିବୁ ଆମ୍ଭେ ତୋର।ନନ୍ଦ ବୋଇଲେ ତୋଷ ହୋଇ। କାଲିହୁଁ ବତ୍ସା ରଖ ନେଇ।

ସକାଳର ଭକ୍ତି ଅର୍ଘ୍ୟ Read More »

ମୁକ୍ତିମଣ୍ଡପ ଶାସନକାଶି ଜଗନ୍ନାଥ ପୁର।

ମୁକ୍ତିମଣ୍ଡପ ଶାସନକାଶି ଜଗନ୍ନାଥ ପୁର। ଲୋକନାଥ ମିଶ୍ର ॥ ପୁରୀ ଠାରୁ ସାତପଡ଼ା, ଜାତୀୟ ରାଜପଥ ରେ ପ୍ରାୟ ୫ କି.ମି. ଗଲେ ବାମ ପଟେ ଏହି ଶାସନ ଗାଁ ଟି ପଡ଼େ। ଚିହ୍ନା ବ୍ରାହ୍ମଣ ର ପଇତା ଦରକାର ନ ଥିଲା ପରି ଏହି ଗାଁ କୁ ଯିବାପାଇଁ ରାଜପଥ ଠାରୁ କୋୖଣସି ଫଳକ ନାହିଁ। ଏହି ଗାଁ ଟି ପୂର୍ବ-ପଶ୍ଚିମାଭିମୁଖୀ ଓ ଗୃହ ଗୁଡିକ ଉତ୍ତର-ଦକ୍ଷିଣାଭିମୁଖୀ। ଲମ୍ବା ରାସ୍ତା, ଦୁଇପଟେ ଧାଡ଼ି ଧାଡ଼ି ଘର

ମୁକ୍ତିମଣ୍ଡପ ଶାସନକାଶି ଜଗନ୍ନାଥ ପୁର। Read More »

ସକାଳର ଭକ୍ତି ଅର୍ଘ୍ୟ

❀꧁❣️ସକାଳର ଭକ୍ତି ଅର୍ଘ୍ୟ❣️꧂❀ ♾️♾️♾️♾️⭕⭕♾️♾️♾️♾️ ଏମନ୍ତ ଭାଳି ନନ୍ଦରାଣୀ। ମନ ବଚନ ଚିତ୍ତେ ଗୁଣି।ନ ଜାଣି ବାଇ ପ୍ରାୟ ହୋଇ। ଭାଳଇ ଦଶଦିଗ ଚାହିଁ। ପୁଣି କ୍ଷଣକେ ଅନୁମାନି। ଚିତ୍ତେ ଚିନ୍ତଇ ଭୟ ଘେନି।ଯାହାର ମାୟା ଘୋର ଭ୍ରମେ। ଜୀବ ଭ୍ରମଇ ପଥଶ୍ରମେ। ମୁହିଁ ମୋହର ଏ ସଂସାର। ପତି ତନୟ ବନ୍ଧୁ ମୋର।ସ୍ଵାମୀର ପତ୍ନୀ ମୁହିଁ ସରି। ସର୍ବ ସମ୍ପଦ ମୁଁ ଆବୋରି। ଏ ଗୋପୀ ଗୋପ ଗୋରୁ ଧନ। ସର୍ବ ଆବୋରି ମୋର ମନ।ଯାର

ସକାଳର ଭକ୍ତି ଅର୍ଘ୍ୟ Read More »

Makar Sankranti

Makar Sankranti Makar Sankranti, a vibrant and joyous festival celebrated across India, marks the transition of the sun into the zodiac sign of Capricorn or Makar. This auspicious day, is not just a date on the calendar but a cultural extravaganza that resonates with diverse customs and traditions. Among the many rituals associated with Makar

Makar Sankranti Read More »