ସମୁଦ୍ର ଆଗରେ ମୁଁ ଓ ମୋର ଆତ୍ମା
ସମୁଦ୍ର ଆଗରେ ମୁଁ ଓ ମୋର ଆତ୍ମା ଲୋକନାଥ ମିଶ୍ର ଶନିବାର ସକାଳ—ମହୋଦଧି ମଧ୍ୟ ପୂଜା କରୁଥିଲା,ଗୋବିନ୍ଦ ଦ୍ୱାଦଶୀର ନାମରେ,ସମୟ ଧୀରେ ଚାଲୁଥିଲା । ମୋ ସହିତ ଥିଲେ ମୋର ସହଧର୍ମିଣୀ—ହାତରେ ହାତ ନୁହେଁ,ମନରେ ମନ ଧରିଆମେ ଚାଲିଥିଲୁସମୁଦ୍ର ଦିଗକୁ । ମହୋଦଧି ସେଦିନପାଣି ନୁହେଁ—ସେ ଥିଲା ଜୀବନର ଦର୍ପଣ,ଯେଉଁଠି ମୁଁ ଦେଖିଲିମୋ ଅପୂର୍ଣ୍ଣତାଓ ଭଗବାନଙ୍କର କୃପା । ସାହି ସ୍ନାନ—ଲହରୀ ଛୁଇଁଲା ଦେହ,କିନ୍ତୁ ଭିଜିଗଲା ଆତ୍ମା ।ଯେଉଁ ପାପକୁମୁଁ ନାମ ଦେଇପାରୁନଥିଲି,ସେଗୁଡ଼ିକ ନୀରବେପାଣିରେ ମିଶିଗଲା । […]
ସମୁଦ୍ର ଆଗରେ ମୁଁ ଓ ମୋର ଆତ୍ମା Read More »










