ଲୋକନାଥ ମିଶ୍ର

MahabharataInProse

ଦ୍ୱାପର ଯୁଗର ଏକ କାହାଣୀ ଭାଗ ୬୩

ମହାଭାରତ ଗଦ୍ୟରେ – ଭାଗ ୬୩ (ଦ୍ୱାପର ଯୁଗର ଏକ କାହାଣୀ) ଲେଖକ – ଲୋକନାଥ ମିଶ୍ର ଦମୟନ୍ତୀଙ୍କୁ ଅରଣ୍ୟରେ ଏକା ଛାଡ଼ି ନଳ ବହୁ ଦୂରକୁ ଚାଲିଯାଇଥିଲେ । କିନ୍ତୁ ତାଙ୍କ ମନ ଶାନ୍ତ ନଥିଲା । ପ୍ରତ୍ୟେକ ପଦକ୍ଷେପ ସହିତ ତାଙ୍କ ହୃଦୟରେ ଅପରାଧବୋଧ ବଢ଼ି ଚାଲିଥିଲା । “ମୁଁ କ’ଣ କରିଦେଲି ?” — ସେ ନିଜକୁ ପଚାରୁଥିଲେ । ଯେଉଁ ଦମୟନ୍ତୀ ରାଜସୁଖ, ଧନସମ୍ପତ୍ତି ଓ ନିଜ ପିତାଙ୍କ ରାଜ୍ୟର ସମସ୍ତ […]

ଦ୍ୱାପର ଯୁଗର ଏକ କାହାଣୀ ଭାଗ ୬୩ Read More »

Nala Damayanti, King Nala, Queen Damayanti

ଦ୍ୱାପର ଯୁଗର ଏକ କାହାଣୀ

ମହାଭାରତ ଗଦ୍ୟରେ – ଭାଗ ୬୨ (ଦ୍ୱାପର ଯୁଗର ଏକ କାହାଣୀ) ଲେଖକ – ଲୋକନାଥ ମିଶ୍ର ନିଷଧର ରାଜ୍ୟ ହରାଇବା ପରେ ରାଜା ନଳ ଓ ରାଣୀ ଦମୟନ୍ତୀ ରାଜପ୍ରାସାଦ ଛାଡ଼ି ଅଜଣା ଅରଣ୍ୟପଥରେ ଯାତ୍ରା ଆରମ୍ଭ କଲେ । ଯେଉଁ ନଳ କେବେ ରାଜସିଂହାସନରେ ବସି ହଜାର ହଜାର ପ୍ରଜାଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ, ସେହି ନଳ ଆଜି ନିଜ ପାଇଁ ଏକ ନିରାପଦ ଆଶ୍ରୟ ଖୋଜୁଥିଲେ । ତାଙ୍କ ପାଖରେ ନଥିଲା ରାଜମୁକୁଟ,

ଦ୍ୱାପର ଯୁଗର ଏକ କାହାଣୀ Read More »

ଭୁବନେଶ୍ୱରର ଲିଜ୍‌ଧାରୀ ଜମିର ନିୟମିତକରଣ ପାଇଁ ଜେନ୍-ଜେଡ୍ ଜନଆନ୍ଦୋଳନ

ଭୁବନେଶ୍ୱରର ଲିଜ୍‌ଧାରୀ ଜମିର ନିୟମିତକରଣ ପାଇଁ ଜେନ୍-ଜେଡ୍ ଜନଆନ୍ଦୋଳନ: ଲେଖକ: ଲୋକନାଥ ମିଶ୍ର ପ୍ରସ୍ତାବନା: ଭୁବନେଶ୍ୱର ଆଜି ଓଡ଼ିଶାର ରାଜଧାନୀ । ଏହା କେବଳ ଏକ ପ୍ରଶାସନିକ ସହର ନୁହେଁ, ବରଂ ଲକ୍ଷ ଲକ୍ଷ ପରିବାରର ଘର, ସ୍ୱପ୍ନ ଓ ଜୀବନ ସହିତ ଜଡ଼ିତ ଏକ ବିଶାଳ ସହର । କିନ୍ତୁ ଏହି ସହରରେ ଦୀର୍ଘ ଦଶନ୍ଧି ଧରି ଲିଜ୍‌ ଆଧାରରେ ଜମି ପାଇଥିବା ଅନେକ ପରିବାର ଆଜି ମଧ୍ୟ ଜମିର ରେକର୍ଡ, ପଟ୍ଟା, ଲିଜ୍‌ର ନିୟମିତକରଣ,

ଭୁବନେଶ୍ୱରର ଲିଜ୍‌ଧାରୀ ଜମିର ନିୟମିତକରଣ ପାଇଁ ଜେନ୍-ଜେଡ୍ ଜନଆନ୍ଦୋଳନ Read More »

ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ

ସୁଜାତା ରାଉତଙ୍କ ବିଜେଡିରେ ଯୋଗଦାନ

ସୁଜାତା ରାଉତଙ୍କ ବିଜେଡିରେ ଯୋଗଦାନ : ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ଲୋକନାଥ ମିଶ୍ର ଆଜି ସକାଳୁ ସକାଳୁ ଇଂଲଣ୍ଡରେ ଥାଇ ଟେଲିଭିଜନ୍ ଚ୍ୟାନେଲ ମାଧ୍ୟମରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଖବର ଜାଣିବାକୁ ପାଇଲି। ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ଏହି ଘଟଣା କେବଳ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ରାଜନୀତିରେ ପ୍ରବେଶ ନୁହେଁ, ବରଂ ଓଡ଼ିଶାର ଭବିଷ୍ୟତ ରାଜନୈତିକ

ସୁଜାତା ରାଉତଙ୍କ ବିଜେଡିରେ ଯୋଗଦାନ Read More »

hindu-paramparare

ହିନ୍ଦୁ ପରମ୍ପରାରେ ପିତାଙ୍କର ପୂଜ୍ୟ ସ୍ଥାନ

ହିନ୍ଦୁ ପରମ୍ପରାରେ ପିତାଙ୍କର ପୂଜ୍ୟ ସ୍ଥାନ ଲୋକନାଥ ମିଶ୍ର ଭାରତୀୟ ହିନ୍ଦୁ ସଂସ୍କୃତିରେ ପରିବାରକୁ ସମାଜର ମୂଳ ଏକକ ଭାବରେ ଗ୍ରହଣ କରାଯାଏ ଏବଂ ସେହି ପରିବାରରେ ପିତାଙ୍କର ସ୍ଥାନ ଅତ୍ୟନ୍ତ ଗୌରବମୟ, ଦାୟିତ୍ୱପୂର୍ଣ୍ଣ ଏବଂ ଆଧ୍ୟାତ୍ମିକ ମହତ୍ତ୍ୱରେ ପରିପୂର୍ଣ୍ଣ। ପିତା କେବଳ ପରିବାରର ମୁଖ୍ୟ ନୁହଁନ୍ତି; ସେ ହେଉଛନ୍ତି ପରିବାରର ରକ୍ଷକ, ଧର୍ମର ସଂରକ୍ଷକ, ବଂଶ ପରମ୍ପରାର ବାହକ ଏବଂ ସନ୍ତାନମାନଙ୍କର ପ୍ରଥମ ଶିକ୍ଷକ। ସେ ନିଜର ଆଦର୍ଶ, ଜ୍ଞାନ ଓ ଜୀବନଦର୍ଶନ ମାଧ୍ୟମରେ ସନ୍ତାନମାନଙ୍କୁ

ହିନ୍ଦୁ ପରମ୍ପରାରେ ପିତାଙ୍କର ପୂଜ୍ୟ ସ୍ଥାନ Read More »

A Mother's Silent Sacrifice

ଶ୍ରୀମତୀ ସତ୍ୟଭାମା ମିଶ୍ରଙ୍କ ଜୀବନୀ (ଅଧ୍ୟାୟ – ୫)

ଶ୍ରୀମତୀ ସତ୍ୟଭାମା ମିଶ୍ରଙ୍କ ଜୀବନୀ ଲେଖକ: ଲୋକନାଥ ମିଶ୍ର ଜଣେ ମାଆର ନୀରବ ବଳିଦାନ ଅଧ୍ୟାୟ – ୫ ନଦୀର ଶାନ୍ତ ଜଳଧାରା ସଦୃଶ ବର୍ଷ ପରେ ବର୍ଷ ବିତି ଚାଲିଲା, ଯାହା ନିଜ ସାଙ୍ଗରେ ଆନନ୍ଦ, ଦାୟିତ୍ୱ ଏବଂ ନୀରବ ସହନଶୀଳତାର ଅନେକ ମୁହୂର୍ତ୍ତକୁ ସାଉଁଟି ନେଇଥିଲା। ଦିନେ ଯେଉଁ ତରୁଣୀ କନ୍ୟା ସତ୍ୟଭାମା ମିଶ୍ର ବୋହୂ ହୋଇ ଏହି ସଂସାରକୁ ଆସିଥିଲେ, ସେ ଏବେ ଏକ ବଡ଼ ପରିବାରର ହୃଦୟ ପାଲଟି ଯାଇଥିଲେ। ସ୍ୱାମୀ

ଶ୍ରୀମତୀ ସତ୍ୟଭାମା ମିଶ୍ରଙ୍କ ଜୀବନୀ (ଅଧ୍ୟାୟ – ୫) Read More »

Satyabhama Mishra Biography Chapter 4

ଶ୍ରୀମତୀ ସତ୍ୟଭାମା ମିଶ୍ରଙ୍କ ଜୀବନ ଇତିହାସ (ଅଧ୍ୟାୟ – ୪)

ଶ୍ରୀମତୀ ସତ୍ୟଭାମା ମିଶ୍ରଙ୍କ ଜୀବନ ଇତିହାସ ଲେଖକ – ଲୋକନାଥ ମିଶ୍ର ଅଧ୍ୟାୟ – ୪ ଐଶ୍ୱର୍ଯ୍ୟର ମଝିରେ ଦୁଃଖର ଏକ ଛୋଟ ଘର: କାଶୀ ଜଗନ୍ନାଥପୁର ଗ୍ରାମରେ ବାବାଜୀ ମିଶ୍ରଙ୍କ ଘରର ଦୁଆର ଅତିକ୍ରମ କରି ଯେତେବେଳେ ଯୁବତୀ ସତ୍ୟଭାମା ପ୍ରଥମେ ପ୍ରବେଶ କଲେ, ସେହି ଦିନ ତାଙ୍କ ଜୀବନର ଏକ ନୂଆ ଅଧ୍ୟାୟର ଆରମ୍ଭ ହେଲା । ମନରେ ଥିଲା ଅନେକ ସ୍ୱପ୍ନ, କିନ୍ତୁ ନିୟତି ତାଙ୍କ ପାଇଁ ପୂର୍ବରୁ ହିଁ ଏକ କଣ୍ଟକାକୀର୍ଣ୍ଣ

ଶ୍ରୀମତୀ ସତ୍ୟଭାମା ମିଶ୍ରଙ୍କ ଜୀବନ ଇତିହାସ (ଅଧ୍ୟାୟ – ୪) Read More »

ଅଜଣା ଭାଗ୍ୟର ପଥେ ଏକ ନିରବ ଯାତ୍ରା

ସତ୍ୟ ଭାମା ମିଶ୍ରଂକ ଜୀବନ ଇତିହାସ (ଅଧ୍ୟାୟ – ୩)

ସତ୍ୟ ଭାମା ମିଶ୍ରଂକ ଜୀବନ ଇତିହାସ (ଅଧ୍ୟାୟ – ୩) ଅଜଣା ଭାଗ୍ୟର ପଥେ ଏକ ନିରବ ଯାତ୍ରା ।(ଲୋକନାଥ ମିଶ୍ର) ସମୟର ପ୍ରବାହରେ ବାବାଜୀ ମିଶ୍ରଙ୍କ ଭଙ୍ଗା ହାଡ଼ ଧୀରେ ଧୀରେ ଯୋଡ଼ି ଯାଇଥିଲା, କିନ୍ତୁ ନିୟତି ତାଙ୍କ ଜୀବନରୁ ଯାହା କାଢ଼ି ନେଇଥିଲା, ତାହା ଆଉ କେବେ ଫେରି ଆସିଲା ନାହିଁ । କଟକ ଏସ୍‌.ସି.ବି. ମେଡିକାଲ କଲେଜ ହସ୍ପିଟାଲରେ ଦୀର୍ଘ ଚିକିତ୍ସା ପରେ ସେ ନିଜ ଗ୍ରାମ କାଶୀ ଜଗନ୍ନାଥପୁରକୁ ଫେରିଲେ ।

ସତ୍ୟ ଭାମା ମିଶ୍ରଂକ ଜୀବନ ଇତିହାସ (ଅଧ୍ୟାୟ – ୩) Read More »

Prana Pratistha Utsav Kashipur Shri Ram Temple Odia 2026

॥ କାଶୀପୁର ଶ୍ରୀରାମ ମନ୍ଦିରରେ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ (୨୬–୨୯ ଏପ୍ରିଲ ୨୦୨୬) ॥

॥ କାଶୀପୁର ଶ୍ରୀରାମ ମନ୍ଦିରରେ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ (୨୬–୨୯ ଏପ୍ରିଲ ୨୦୨୬) ॥ ଲୋକନାଥ ମିଶ୍ର କାଶୀପୁର ଗ୍ରାମର ଶ୍ରୀରାମ ମନ୍ଦିରରେ ଆୟୋଜିତ ପ୍ରାଣ ପ୍ରତିଷ୍ଠା ଉତ୍ସବ ଗ୍ରାମବାସୀଙ୍କ ଏକତା, ଭକ୍ତି ଓ ଆଧ୍ୟାତ୍ମିକ ଆସ୍ଥାର ଏକ ଉତ୍କୃଷ୍ଟ ଉଦାହରଣ ଭାବେ ପରିଚିତ ହୋଇଅଛି । ଏହି ପବିତ୍ର ଅବସରରେ ପ୍ରଭୁ ଶ୍ରୀରାମ, ମାତା ସୀତା, ପ୍ରଭୁ ଲକ୍ଷ୍ମଣ ଓ ପ୍ରଭୁ ହନୁମାନଙ୍କ ମୂର୍ତ୍ତିମାନଙ୍କରେ ବେଦୀୟ ପ୍ରଣାଳୀ ଅନୁସାରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା ।ଏହି

॥ କାଶୀପୁର ଶ୍ରୀରାମ ମନ୍ଦିରରେ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ (୨୬–୨୯ ଏପ୍ରିଲ ୨୦୨୬) ॥ Read More »

Somnath Temple,

ସୋମନାଥ

ସୋମନାଥ ଲୋକନାଥ ମିଶ୍ର ନିୟମ କହେ—ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଯାତ୍ରାରପ୍ରଥମ ପଦଚିହ୍ନ ସୋମନାଥ ।ମୋ ଭାଗ୍ୟ କିନ୍ତୁସେହି ପୁରୁଣା ପୁସ୍ତକକୁ ଉଲଟାଇଶେଷ ପୃଷ୍ଠାରେ ମୋ ନାମ ଲେଖିଦେଲା । ୯.୨.୨୬—ଏକ ସାଧାରଣ ତାରିଖ,କିନ୍ତୁ ମୋ ପାଇଁଏକ ଶେଷ ଆରମ୍ଭ । ଆରବ ସମୁଦ୍ରର କୂଳରେଦଣ୍ଡାୟମାନ ସୋମନାଥ—ଲହରୀର ଶ୍ୱାସ ଭିତରେଶିବଙ୍କର ନିରବ ନାଦ ।ପାଦତଳେ ବାଲୁକା,ମନ ଭିତରେ ଶତାବ୍ଦୀର ଭଙ୍ଗାଚୁରା । ଆରତିର ଆଲୋକଅନ୍ଧାରକୁ ଧୀରେଧୀରେ ଖୋଲିଦେଲା,ଘଣ୍ଟାର ଧ୍ୱନିମୋ ଭିତରର କ୍ଳାନ୍ତିକୁକମ୍ପିତ କରିଦେଲା ।ସାଉଣ୍ଡ ଏଣ୍ଡ ଲାଇଟ—ଇତିହାସ ଏଠାରେ କଥା

ସୋମନାଥ Read More »