General

sibaratri

ମହାଶିବରାତ୍ରିର ମହିମା : ବ୍ୟାଧ ଓ ଶିବଙ୍କ କୃପା

​🌸 ମହାଶିବରାତ୍ରିର ମହିମା : ବ୍ୟାଧ ଓ ଶିବଙ୍କ କୃପା 🌸 ତପନ କୁମାର ନାୟକ ​ପୁରାଣ କଥା ଅନୁସାରେ, ଜଣେ ବ୍ୟାଧ (ଶିକାରୀ) ଥିଲା, ଯାହାର ନାମ ଥିଲା ଗୁରୁଦ୍ରୁହ। ଦିନେ ସେ ଜଙ୍ଗଲକୁ ଶିକାର କରିବାକୁ ଯାଇ କୌଣସି ପଶୁ ପାଇଲା ନାହିଁ। ବୁଲୁ ବୁଲୁ ସନ୍ଧ୍ୟା ହୋଇଗଲା ଏବଂ ସେ ଭୋକିଲା ଶୋଷିଲା ଅବସ୍ଥାରେ ଏକ ନଦୀ କୂଳରେ ଥିବା ବେଲ ଗଛ ଉପରେ ଚଢ଼ି ବସିଲା। ​ସେହି ଗଛ ମୂଳରେ ଏକ

ମହାଶିବରାତ୍ରିର ମହିମା : ବ୍ୟାଧ ଓ ଶିବଙ୍କ କୃପା Read More »

The Living Ghost

THE LIVING GHOST

THE LIVING GHOST By Lokanath Mishra (Based on a True Incident) Korua village lay where the Mangala River curved like a sleeping serpent, its waters whispering secrets to the night. The river was sacred—but it was also feared. On its bank stood the ancient shrine of Goddess Bhagabati Kalika, dark, fierce, and unforgiving. The elders

THE LIVING GHOST Read More »

CBIC Review

CBIC Review Petition Reconsideration Representation

ToShri Vivek ChaturvediChairman, Central Board of Indirect Taxes & Customs (CBIC)Kartavya Bhawan–INew Delhi Subject : Representation seeking reconsideration of proposal to file Review Petition against Final Order dated 19.01.2026 in OA Nos. 387 & 1428 of 2024 passed by the Hon’ble CAT, Principal Bench, New Delhi and for uniform implementation of CAT Hyderabad Bench Order

CBIC Review Petition Reconsideration Representation Read More »

Appeal to Members – 8th Central Pay Commission Questionnaire (Pensioners)

Appeal to Members – 8th Central Pay Commission Questionnaire (Pensioners) All members are earnestly requested and urged to carefully study the following extremely important questionnaire issued by the 8th Central Pay Commission, particularly concerning existing pensioners, whose legitimate rights and dignified survival are directly at stake. Keeping in view constitutional guarantees, binding judicial pronouncements, and

Appeal to Members – 8th Central Pay Commission Questionnaire (Pensioners) Read More »

Jagannath Darshan

ତୀର୍ଥଯାତ୍ରାର ପୂର୍ଣ୍ଣତା

ତୀର୍ଥଯାତ୍ରାର ପୂର୍ଣ୍ଣତା ଶ୍ରୀଜଗନ୍ନାଥ ଦର୍ଶନରେ ଲୋକନାଥ ମିଶ୍ର ତୀର୍ଥ ପଥେ ଚାଲି ଚାଲି, ଶତ ନଦୀ ପାର,ଧର୍ମର ଡାକ ଶୁଣି ଯାଇ, ମନ ହେଲା ପ୍ରସାର ।ଚାରି ଧାମର ଧୂଳି ଲାଗି, ଦ୍ୱାଦଶ ଜ୍ୟୋତି ଦେଖି,ତଥାପି ହୃଦୟ କହୁଥିଲା— “ଅଧୂରା ରହିଛି କିଛି” । ସୋମନାଥର ସନ୍ଧ୍ୟା ଆରତୀ, ଶଙ୍ଖ ଧ୍ୱନି ମଧୁର,ଶିବ ଲିଙ୍ଗେ ଜ୍ୟୋତି ଖେଳିଲା, ଚିତ୍ତ ହେଲା ପବିତ୍ର ।ଶିବ କହିଲେ ନିରବେ— “ଏଠି ନୁହେଁ ଶେଷ,ପୁରୁଷୋତ୍ତମ କ୍ଷେତ୍ରେ ଯାଅ, ସେଠି ମିଳିବ ଲେଶ”

ତୀର୍ଥଯାତ୍ରାର ପୂର୍ଣ୍ଣତା Read More »

Mango Tree Nostalgia

ବକୁଳର ଖେଦ

ବକୁଳର ଖେଦ ସାରଦା ପ୍ରସାଦ ମିଶ୍ର ଆମ ବାଡି ଆମ୍ବ ତରୁବକୁଳେ ଶୋଭିତ ଚାରୁମନ ମାରି ରହିଛି ମଉନେମୂର୍କି ହସେ ମତେ ଦେଖିକହିଲା ରହିଛି ସାକ୍ଷୀଯାହା ଘଟି ଯାଇଛି ତୁମରି ଜୀବନେ।ଘର ଛାଡ଼ି ଚାଲିଗଲସହରେ ଯାଇ ରହିଲମଝିରେ କେବେ କେବେ ପାଉ ଦରଶନମୋର ମନର ଭାବନାକରି ଅନୁମାନ ସିନାକହିଲା ସମୟ ବଡ ବଳବାନ।ଏହି ଦେଖ ମୁଁ ସୁନ୍ଦରୀସେପଟେ ବେଲ ପତିରିକାଳେଇ ଓ ରସୁଣିଆ ଅଛି ପଛେଗୁରୁଡ଼ି ଆମ୍ବ ଗଛ ଟିକହୁଛି ଭୁଲି ଗଲକିଗୁଡ ପରି ମୋର ସ୍ଵାଦ

ବକୁଳର ଖେଦ Read More »

Som Nath

ସୋମନାଥ : ସମୟର ଶିଳାଲିପି

ସୋମନାଥ : ସମୟର ଶିଳାଲିପି:ଲୋକନାଥ ମିଶ୍ର ୯.୨.୨୬ଦିନ ତିନିଟା—ଘଡ଼ି କହିଲା “ବର୍ତ୍ତମାନ”,କିନ୍ତୁ ସୋମନାଥର ମାଟିକହିଲା— “ଶାଶ୍ୱତ”। ମୁଁ ଓ ସେ—ଜୀବନର ଦୀର୍ଘ ପଥରଦୁଇ ସହଯାତ୍ରୀ,ସମୁଦ୍ର ପାଖରେ ରହିନିଜ ଅସାରତାକୁପ୍ରଥମେ ଦେଖିଲୁ । ହୋଟେଲର ନିରବ ଘରେଶରୀର ବିଶ୍ରାମ ନେଲା,କିନ୍ତୁ ମନ—ଦୀର୍ଘକାଳ ଧରିଅସ୍ଥିର ପ୍ରଶ୍ନରେଜ୍ୱଳିଥିବା ଏକ ଦୀପ । ଲକ୍ଷ୍ମୀନାରାୟଣ ମନ୍ଦିର—ଧୂପର ଗନ୍ଧ,ଘଣ୍ଟାର ନାଦ,ମନକୁ ଶିଖାଇଲାନମ୍ର ହେବାର ଅର୍ଥ । ତାପରେଅହଲ୍ୟାବାଇ ହୋଳକରଙ୍କପୁରୁଣା ସୋମନାଥ—ପଥର ଦେହରେଇତିହାସର ଶ୍ୱାସ,ବିନାଶ ପରେ ମଧ୍ୟଅତୁଟ ଆସ୍ଥାରନୀରବ ପ୍ରମାଣ । ମୁଖ୍ୟ ସୋମନାଥ—ଭଂଗା ଓ

ସୋମନାଥ : ସମୟର ଶିଳାଲିପି Read More »

Somnath Temple,

ସୋମନାଥ

ସୋମନାଥ ଲୋକନାଥ ମିଶ୍ର ନିୟମ କହେ—ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଯାତ୍ରାରପ୍ରଥମ ପଦଚିହ୍ନ ସୋମନାଥ ।ମୋ ଭାଗ୍ୟ କିନ୍ତୁସେହି ପୁରୁଣା ପୁସ୍ତକକୁ ଉଲଟାଇଶେଷ ପୃଷ୍ଠାରେ ମୋ ନାମ ଲେଖିଦେଲା । ୯.୨.୨୬—ଏକ ସାଧାରଣ ତାରିଖ,କିନ୍ତୁ ମୋ ପାଇଁଏକ ଶେଷ ଆରମ୍ଭ । ଆରବ ସମୁଦ୍ରର କୂଳରେଦଣ୍ଡାୟମାନ ସୋମନାଥ—ଲହରୀର ଶ୍ୱାସ ଭିତରେଶିବଙ୍କର ନିରବ ନାଦ ।ପାଦତଳେ ବାଲୁକା,ମନ ଭିତରେ ଶତାବ୍ଦୀର ଭଙ୍ଗାଚୁରା । ଆରତିର ଆଲୋକଅନ୍ଧାରକୁ ଧୀରେଧୀରେ ଖୋଲିଦେଲା,ଘଣ୍ଟାର ଧ୍ୱନିମୋ ଭିତରର କ୍ଳାନ୍ତିକୁକମ୍ପିତ କରିଦେଲା ।ସାଉଣ୍ଡ ଏଣ୍ଡ ଲାଇଟ—ଇତିହାସ ଏଠାରେ କଥା

ସୋମନାଥ Read More »